अर्थ : କୌଣସି ପ୍ରାଣୀର ସବୁ ଅଙ୍ଗର ସମୂହ ଯାହା ଏକ ରୂପ ସୃଷ୍ଟି କରିଥାଏ
							उदाहरणे : 
							ଶରୀରକୁ ସୁସ୍ଥ ରଖିବାପାଇଁ ବ୍ୟାୟାମ କର ଆମେ ଯେଉଁ ପ୍ରକାରେ ପୁରୁଣା ଲୁଗା ବଦଳିଥାଉ ସେହିପ୍ରକାରେ ଆତ୍ମା ଶରୀର ବଦଳାଇଥାଏ
							
समानार्थी : କାୟା, ତନୁ, ଦେହ, ବପୁ, ଶରୀର
इतर भाषांमध्ये अनुवाद :
किसी प्राणी के सब अंगों का समूह जो एक इकाई के रूप में हो।
शरीर को स्वस्थ रखने के लिए व्यायाम करें।