अर्थ : କୌଣସି ବାହାନ ଆଦିଦ୍ୱାରା ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ଆସିବାର କ୍ରିୟା
							उदाहरणे : 
							ପୂର୍ବ କାଳରେ ଯାତାୟତର ଏତେ ସାଧନ ନ ଥିଲା
							
समानार्थी : ଯାତାୟତ
इतर भाषांमध्ये अनुवाद :
The act of moving something from one location to another.
conveyance, transfer, transferral, transport, transportationअर्थ : ଯିବାଆସିବାର କାମ
							उदाहरणे : 
							ରିକ୍ସା, ଟାକ୍ସି ଆଦିର ଧର୍ମଘଟ ସମୟରେ ଯାତାୟତ ପାଇଁ ବହୁତ ଅସୁବିଧା ହୁଏ
							
समानार्थी : ଯାତାୟତ
इतर भाषांमध्ये अनुवाद :
अर्थ : ଯାତ୍ରୀଙ୍କୁ ବା ମାଲ ସବୁକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯିବାପାଇଁ ଆବଶ୍ୟକ ସାଧନ ବା ଉପକରଣ
							उदाहरणे : 
							ଆଜିକାଲି ପରିବହନ ଉଦ୍ୟୋଗ ମଧ୍ୟ ଖୁବ ଭଲ ଚାଲିଛି
							
समानार्थी : ପରିବହନ, ଯାତାୟାତ, ଯିବାଆସିବା
इतर भाषांमध्ये अनुवाद :
A facility consisting of the means and equipment necessary for the movement of passengers or goods.
transit, transportation, transportation systemअर्थ : ଗୋଟିଏ ଅବସ୍ଥା ବା ସ୍ଥାନରୁ ଅନ୍ୟ ଅବସ୍ଥା ବା ସ୍ଥାନକୁ ଯିବାର କ୍ରିୟା
							उदाहरणे : 
							ପାକିସ୍ଥାନ ଓ ଭାରତ ଗମନାଗମନର ସୁବିଧାକୁ ଅଧିକ ସୁଲଭ କରୁଛନ୍ତି
							
इतर भाषांमध्ये अनुवाद :