अर्थ : କାଟି ଅଲଗା କରିବା
							उदाहरणे : 
							ମୂର୍ତ୍ତିକାର ମୂର୍ତ୍ତି ତିଆରି କରିବାପାଇଁ ପଥର ଖୋଦେଇ କରୁଛି
							
समानार्थी : ଖୋଦନକରିବା, ଖୋଦେଇ କରିବା
इतर भाषांमध्ये अनुवाद :
अर्थ : ଉପର ମାଟି ବାହାରକରି ଗାଡ଼ କରିବା
							उदाहरणे : 
							କୃଷକ ନିଜ ଜମିରେ କୁଅ ଖୋଳୁଛି
							
समानार्थी : ଖନନ କରିବା
इतर भाषांमध्ये अनुवाद :
अर्थ : କୌଣସି ବିଶେଷ ରୂପ ଦେବାପାଇଁ କଟାକଟି କରିବା
							उदाहरणे : 
							ମୂର୍ତ୍ତିକାର ଶଙ୍ଖମଲମଲ ପଥରକୁ ଖୋଦେଇକରୁଛି
							
समानार्थी : ଖୋଦନକରିବା, ଖୋଦେଇକରିବା
इतर भाषांमध्ये अनुवाद :