अर्थ : କାମରେ ଆସିବା ବା ଲାଗିବା
							उदाहरणे : 
							ଏହି ଘର ତିଆରି କରିବା ପାଇଁ ଶହେ ବସ୍ତା ସିମେଣ୍ଟ ଲାଗିଲା
							
समानार्थी : ଦରକାର ହେବା, ବ୍ୟବହାର ହେବା, ଲାଗିବା
इतर भाषांमध्ये अनुवाद :
अर्थ : କୌଣସି କାମ ପୂରା କରିବା ନିମନ୍ତେ ପାରିଶ୍ରମିକ, ମୂଲ୍ୟଆଦି ରୂପରେ ଦିଆଯାଉଥିବା ଧନ
							उदाहरणे : 
							ଆଜି ମଜୁରୀରେ ଶହେ ଟଙ୍କା ଖର୍ଚ୍ଚହେଲା
							
समानार्थी : ଖର୍ଚ୍ଚହୋଇଯିବା, ବ୍ୟୟହେବା
इतर भाषांमध्ये अनुवाद :