अर्थ : ଯିଏ କେବେ ମରେ ନାହିଁ ବା ଯେ ମୃତ୍ୟୁକୁ ଜୟ କରିଛି
							उदाहरणे : 
							ପୌରାଣିକ କାହାଣୀ ଅନୁସାରେ ଅମୃତ ପିଇବାଦ୍ୱାରା ପ୍ରାଣୀ ଅମର ହୋଇଯାଏ
							
समानार्थी : ଅମର, ଅମର୍ତ୍ୟ, କାଳଜୟୀ, ଚିରଞ୍ଜିବୀ, ମୃତ୍ୟୁଞ୍ଜୟ, ମୃତ୍ୟୁଞ୍ଜୟୀ
इतर भाषांमध्ये अनुवाद :
Not subject to death.
immortalअर्थ : ଯାହାର ସମୟ ବିତିଯାଇଛି
							उदाहरणे : 
							ସମୟ ଅତିକ୍ରାନ୍ତ ଔଷଧ ସେବନ କରିବା ବିପଦଜ୍ଜନକ ହୋଇପାରେ
							
समानार्थी : ଅବଧି ସମାପ୍ତ, ସମୟ ଅତିକ୍ରାନ୍ତ
इतर भाषांमध्ये अनुवाद :
Having come to an end or become void after passage of a period of time.
An expired passport.