अर्थ : ଯେଉଁ ସ୍ଥାନରେ ଯନ୍ତ୍ର ସହାୟତାରେ କୌଣସି ବସ୍ତୁ ତିଆରି କରାଯାଏ
							उदाहरणे : 
							ମୋହନ ଏହି କାରଖାନାରେ କାମ କରେ
							
समानार्थी : ଫ୍ୟାକ୍ଟରୀ, ଯନ୍ତ୍ରଶାଳା
इतर भाषांमध्ये अनुवाद :
Workshop where metal is cut and shaped etc., by machine tools.
machine shopअर्थ : ବଡ଼ ଆକାରରେ ଜିନିଷ ଉତ୍ପାଦିତ ହେଉଥିବା ସ୍ଥାନ
							उदाहरणे : 
							ଏହି କାରଖାନାରେ ଶ୍ରମିକମାନେ ଧର୍ମଘଟ କରିଛନ୍ତି
							
इतर भाषांमध्ये अनुवाद :
Buildings for carrying on industrial labor.
They built a large plant to manufacture automobiles.