अर्थ : ଯାହାର ଆଖି ପଦ୍ମ ଭଳି ସୁନ୍ଦର
							उदाहरणे : 
							ରାଧା କମଳନୟନ କୃଷ୍ଣଙ୍କୁ ପ୍ରେମ କରୁଥିଲେ
							
समानार्थी : ଅରବିନ୍ଦ ନୟନ, କମଳ ଲୋଚନ, କମଳନୟନ, ପଦ୍ମ -ଲୋଚନ, ପଦ୍ମନେତ୍ର, ପୁଣ୍ଡରିକନେତ୍ର, ପୁଣ୍ଡରୀକାକ୍ଷ, ରାଜୀବଲୋଚନ
इतर भाषांमध्ये अनुवाद :
जिसकी आँखे कमल के समान सुंदर हों।
राधा कमलनयन कृष्ण से प्रेम करती थी।