अर्थ : ଗୁପ୍ତ ବା ଗୂଢ଼ କଥା ପ୍ରକାଶ ହେବା
							उदाहरणे : 
							ତାଙ୍କର ରହସ୍ୟ ଖୋଲିଗଲାଘୋଟାଲାରେ ସଂପୃକ୍ତ ସବୁ ଲୋକଙ୍କର ମୁଖା ଖୋଲିଗଲା
							
समानार्थी : ଅସଲରୂପ ପ୍ରକାଶ ହେବା, ପଦାକୁ ବାହାରିବା, ପରଦା ହଟିବା, ମୁଖା ଖୋଲିବା, ରହସ୍ୟ ଖୋଲିବା
इतर भाषांमध्ये अनुवाद :
गुप्त या गूढ़ बात का प्रकट होना।
उसका रहस्य खुल गया।