अर्थ : କାହାର ମନରେ କୌଣସି କଥାର ଇଚ୍ଛା ବା ଉତ୍କଂଠା ଉତ୍ପନ୍ନ କରିବା
							उदाहरणे : 
							ଭାଇଙ୍କର ବିଦେଶରୁ ଫେରିବା ଖବର ଶୁଣିକରି ଭାଉଜଙ୍କ ମନ ଚଳଚଞ୍ଚଳ ହୋଇଗଲା
							
समानार्थी : ଚଳଚଞ୍ଚଳ ହେବା, ଛନଛନହେବା, ପ୍ରଫୁଲ୍ଲିତହେବା
इतर भाषांमध्ये अनुवाद :
किसी के मन में किसी बात की इच्छा या उत्कंठा उत्पन्न करना।
भैया के विदेश से लौटने की ख़बर सुनकर भाभी का मन गुदगुदाया।अर्थ : ଚିନ୍ତା ବା ଦୁଃଖ କଥା ଭୁଲି ମନକୁ ଅନ୍ୟ ଆଡ଼େ ଲଗେଇବା
							उदाहरणे : 
							ଧ୍ୟାନ କଲେ ମନ ଖୁସି ରହେ
							
समानार्थी : ଆମୋଦିତ ହେବା, ଖୁସିହେବା, ପ୍ରଫୁଲ୍ଲିତ ହେବା
इतर भाषांमध्ये अनुवाद :