अर्थ : କାହାରି କାମ, କଥାଆଦିରେ ସନ୍ତୁଷ୍ଟ ନହେବା
							उदाहरणे : 
							ଆପଣଙ୍କ ବାପା ଆପଣଙ୍କ କାମରେ ଅସନ୍ତୁଷ୍ଟ ଅଛନ୍ତି
							
इतर भाषांमध्ये अनुवाद :
अर्थ : ଦୁଃଖୀ ହୋଇ କ୍ରୋଧ କରିବା
							उदाहरणे : 
							ପୁଅର ତୃଟିପୂର୍ଣ୍ଣ ବ୍ୟବହାରରେ ବ୍ୟଥିତ ହୋଇ ମା ମନକୁ ମନ ଅସନ୍ତୁଷ୍ଟ ହେଉଥିଲେ
							
समानार्थी : କୋପ କରିବା, ଚିଡ଼ିଚିଡ଼ି ହେବା, ଚିଡ଼ିବା
इतर भाषांमध्ये अनुवाद :
Feel extreme irritation or anger.
He was chafing at her suggestion that he stay at home while she went on a vacation.