अर्थ : ଇଚ୍ଛାର ଅଭାବ ବା ଇଚ୍ଛା ନହେବାର ଭାବ
							उदाहरणे : 
							ପଢ଼ିବାକୁ ତାହାର ଅରୁଚି ରହିଛି
							
समानार्थी : ଅନିଚ୍ଛା
इतर भाषांमध्ये अनुवाद :
अर्थ : ଏକ ରୋଗ ଯେଉଁଥିରେ ଇଚ୍ଛା ହେଉଥିଲେ ମଧ୍ୟ ଖାଇ ହୁଏ ନାହିଁ
							उदाहरणे : 
							ଘୃଣିତ ଅବା ଦୁର୍ଗନ୍ଧଯୁକ୍ତ ବସ୍ତୁ ଦେଖିବା ଅବା ଖାଇବାଯୋଗୁଁ ଅରୁଚି ହୋଇଥାଏ
							
समानार्थी : ଅରୁଚିରୋଗ
इतर भाषांमध्ये अनुवाद :