अर्थ : ଗୋଟିଏ କାବ୍ୟାଳଙ୍କାର
							उदाहरणे : 
							ଅଭ୍ୟାସରେ କୌଣସି ଦୁଷ୍କର ବିଷୟକୁ ସିଦ୍ଧ କରୁଥିବା କାର୍ଯ୍ୟର ବର୍ଣ୍ଣନା କରାଯାଏ
							
इतर भाषांमध्ये अनुवाद :
अर्थ : ସେହି ପ୍ରକୃତି ଯାହା ବ୍ୟବହାରର ଲଗାତର ପ୍ରୟାସରେ ମିଳିଥାଏ
							उदाहरणे : 
							ପ୍ରତିଦିନ ସକାଳେ ଜଲ୍ଦି ଉଠିବା ତାର ଅଭ୍ୟାସ    ଝଗଡ଼ା ଲଗେଇବା ତାହାର ଅଭ୍ୟାସ
							
इतर भाषांमध्ये अनुवाद :
अर्थ : ପୂର୍ଣ୍ଣତା ବା ଦକ୍ଷତା ପାଇବା ନିମନ୍ତେ ବାରମ୍ବାର ଗୋଟିଏ କାମର ସାଧନା
							उदाहरणे : 
							ନିରନ୍ତର ଅଭ୍ୟାସରେ ଦକ୍ଷତା ମିଳିପାରେ
							
समानार्थी : ଆବୃତ୍ତି, ବାରମ୍ବାର ପାଠ, ରିୟାଜ
इतर भाषांमध्ये अनुवाद :
Systematic training by multiple repetitions.
Practice makes perfect.अर्थ : ଭକ୍ତିର ଏକ ଭେଦ ଯେଉଁଥିରେ ଭଗବାନଙ୍କ ଗୁଣର ବର୍ଣ୍ଣନା ଗାନଦ୍ୱାରା କରାଯାଏ
							उदाहरणे : 
							କୀର୍ତ୍ତନ ନବଧା ଭକ୍ତିର ଅନ୍ତର୍ଭୁକ୍ତ
							
समानार्थी : ଆବୃତ୍ତି, ବାରମ୍ବାର ପାଠ, ରିୟାଜ
इतर भाषांमध्ये अनुवाद :
अर्थ : କୌଣସି ଜିନିଷର ବାରମ୍ବାର ଅଧ୍ୟୟନ କରିବା କ୍ରିୟା
							उदाहरणे : 
							ରାମ ପାଠ ଅନୁଶୀଳନ କରୁଅଛି
							
समानार्थी : ଅନୁଶୀଳନ, ପୁନଃପଠନ, ବାରମ୍ବାର ଅଧ୍ୟୟନ
इतर भाषांमध्ये अनुवाद :
किसी चीज़ का बार-बार अध्ययन करने की क्रिया।
राम पाठ का अनुशीलन कर रहा है।Systematic training by multiple repetitions.
Practice makes perfect.अर्थ : କୌଣସି କାର୍ଯ୍ୟ ସିଦ୍ଧକରିବାପାଇଁ କରାଯାଉଥିବା କଠିନ ପରିଶ୍ରମ
							उदाहरणे : 
							ଅର୍ଜୁନଙ୍କ ସାଧନା ତାଙ୍କୁ ଜଣେ ବଡ଼ ଧନୁର୍ଦ୍ଧର କରିଥିଲ
							
समानार्थी : ଅଧ୍ୟବସାୟ, ତପସ୍ୟା, ତାଲିମ୍, ପ୍ରଯତ୍ନ, ବିହିତ ପ୍ରକ୍ରିୟା, ବ୍ରତ, ସାଧନା
इतर भाषांमध्ये अनुवाद :
Persevering determination to perform a task.
His diligence won him quick promotions.