अर्थ : କାହାର ହାନି କରୁଥିବା କୌଣସି ଅନୁଚିତ କାର୍ଯ୍ୟ
							उदाहरणे : 
							ବେଳେ ବେଳେ ଆମେ ଆମ ଅଜଣାରେ ଅପରାଧ କରିଥାଉ
							
इतर भाषांमध्ये अनुवाद :
अर्थ : ଦୋଷୀ ହେବାର ଅବସ୍ଥା ବା ଭାବ
							उदाहरणे : 
							ସ୍ବାମୀର ଦୋଷ ପ୍ରମାଣିତ କଲାପରେହିଁ  ସ୍ତ୍ରୀ ସମ୍ବନ୍ଧ ବିଚ୍ଛେଦ କରି ପାରିବ
							
समानार्थी : ଦୋଷ
इतर भाषांमध्ये अनुवाद :
अर्थ : ଏପରି କାମ ଯାହା କୌଣସି ବିଧିବିଧାନର ବିରୋଧାଚରଣ କରେ ଏବଂ ଯାହାପାଇଁ କର୍ତ୍ତାକୁ ଦଣ୍ଡ ମିଳିପାରେ
							उदाहरणे : 
							ବାଳଶ୍ରମିକଙ୍କୁ କାମରେ ଲଗାଇବା ଏକ ଅପରାଧ
							
समानार्थी : ଭୁଲ୍
इतर भाषांमध्ये अनुवाद :
अर्थ : ଯେ ସ୍ୱଭାବରେ ଅପରାଧପ୍ରବଣ ବା ଅପରାଧ କରିବାପାଇଁ ପ୍ରବୃତ୍ତ ହୁଏ
							उदाहरणे : 
							ଧ୍ୟାନ ଅପରାଧ ପ୍ରବୃତ୍ତିକୁ ଦୂର କରେ