अर्थ : ଯେ ଆକାର, ପ୍ରକାର, ଗୁଣ ଆଦିରେ ଅନ୍ୟ କାହାର ସମାନ
							उदाहरणे : 
							ମୋହନ ତାର ପିତାଙ୍କର ପ୍ରତିରୂପ ଏହି ଖେଳଣାଟି ଅନ୍ୟ ଖେଳଣାର ପ୍ରତିରୂପ ଭଳି ଦିଶୁଛି
							
समानार्थी : ପ୍ରତିରୂପ
इतर भाषांमध्ये अनुवाद :
अर्थ : ଅନୁରୂପ ବା ରଙ୍ଗ ଆଦି ଦୃଷ୍ଟିକୋଣରୁ ଏକଭଳି ହୋଇଥିବା
							उदाहरणे : 
							ଆମକୁ ଏହି ଶାଢ଼ୀର ଗୋଟିଏ ମ୍ୟାଚିଙ୍ଗ୍ ବ୍ଲାଉଜ ବି ଦରକାର
							
समानार्थी : ମ୍ୟାଚିଙ୍ଗ୍, ସାଦୃଶ୍ୟ
इतर भाषांमध्ये अनुवाद :
Intentionally matched.
Curtains and walls were color coordinated.अर्थ : ଆକାର, ପରିମାଣ, ଗୁଣ, ମୂଲ୍ୟ, ମହତ୍ଆଦି ବିଚାରରେ ଏକା ପ୍ରକାରର
							उदाहरणे : 
							ପଡ଼ୋଶୀ ଜଣକ ପିଲାଦୁଇଟିଙ୍କପାଇଁ ସମାନ ରଙ୍ଗର ଲୁଗା କିଣିଚନ୍ତି
							
समानार्थी : ଏକାପ୍ରକାର, ଏକାଭଳି, ତୁଲ, ତୁଲ୍ୟ, ସଦୃଶ, ସମ, ସମତୁଲ୍ୟ, ସମସରିସା, ସମାନ
इतर भाषांमध्ये अनुवाद :
Closely similar or comparable in kind or quality or quantity or degree.
Curtains the same color as the walls.अर्थ : ପୂରାପୂରି ଅନୁରୂପ ବା ସମାନ
							उदाहरणे : 
							ଏହି ମୂର୍ତ୍ତିଟି ଏକ ବଡ଼ ମୂର୍ତ୍ତିର ଅନୁରୂପ
							
इतर भाषांमध्ये अनुवाद :
बिल्कुल अनुरूप या समान।
यह कृति एक बड़ी कृति की हूबहू नकल है।