अर्थ : ରୋକିବାର ପ୍ରକ୍ରିୟା
							उदाहरणे : 
							ସୈନିକମାନେ ଶତ୍ରୁମାନଙ୍କୁ ସୀମାଭିତରେ ପ୍ରବେଶକୁ ରୋକିବାରେ ସଫଳ ହେଲେ
							
समानार्थी : ଗତିରୋଧ କରିବା, ବନ୍ଦକରିବା, ରୋକିବା
इतर भाषांमध्ये अनुवाद :
अर्थ : ଗତିଶୀଳ ବସ୍ତୁର ଗତି ବନ୍ଦ କରିବା
							उदाहरणे : 
							ଗାଡ଼ି ଆଗରେ ହଠାତ କୁକୁରଟେ ଚାଲିଆସିବାରୁ ଗାଡ଼ି ଚାଳକ ଗାଡ଼ି ଅଟକାଇଲେ
							
समानार्थी : ରୋକିବା
इतर भाषांमध्ये अनुवाद :
अर्थ : କୌଣସି ବସ୍ତୁକୁ କାହା ଉପରେ ସ୍ଥିର କରି ରଖିବା ଯାହାଦ୍ୱାରା ତାକୁ ସହଜରେ ବାହାର କରାଯାଇ ପାରିବନାହିଁ
							उदाहरणे : 
							ସିପାହିମାନେ ଦଉଡ଼ିର ଫାଶକୁ ଚଟାଣରେ ଅଟକାଇଲେ
							
इतर भाषांमध्ये अनुवाद :
अर्थ : ଯେପରି କଲେ କୌଣସି କାମ ଅଧା ରହେ
							उदाहरणे : 
							ତହସିଲଦାର ମୋ ଜମି ସମ୍ବନ୍ଧୀୟ କାମଟି ଝୁଲେଇ ରଖିଛନ୍ତି
							
समानार्थी : ଝୁଲେଇ ରଖିବା
इतर भाषांमध्ये अनुवाद :
अर्थ : କୌଣସି ବସ୍ତୁ ମଝିରେ ଦେଇ ଗତି ରୋକିବା
							उदाहरणे : 
							ସେ ମୋ ରାସ୍ତାରେ ଠେଙ୍ଗା ରଖିଲା
							
इतर भाषांमध्ये अनुवाद :