अर्थ : ଆଗକୁ ବଢ଼ୁଥିବା
							उदाहरणे : 
							ଶିକ୍ଷା କ୍ଷେତ୍ରରେ ଏହା ଅଗ୍ରଣୀ ସମାଜ
							
समानार्थी : ଅଗ୍ରଗାମୀ
इतर भाषांमध्ये अनुवाद :
Having the leading position or higher score in a contest.
He is ahead by a pawn.अर्थ : ଯେ ଆଗକୁ ବଢ଼ି କାର୍ଯ୍ୟ କରନ୍ତି
							उदाहरणे : 
							ଦେଶ ନିର୍ମାଣରେ ଅଗ୍ରଣୀ ବ୍ୟକ୍ତିଙ୍କୁ ସରକାର ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବ
							
इतर भाषांमध्ये अनुवाद :
अर्थ : ଯେ କୌଣସି କ୍ଷେତ୍ରର ମୁଖିଆ
							उदाहरणे : 
							ସେ ଏହି ମଣ୍ଡଳର ପ୍ରଧାନ କାର୍ଯ୍ୟକର୍ତ୍ତା
							
समानार्थी : ଅଗ୍ରଗଣ୍ୟ, ପ୍ରଧାନ, ପ୍ରମୁଖ, ବରିଷ୍ଠ, ମୁଖ୍ୟ, ଶ୍ରେଷ୍ଠ
इतर भाषांमध्ये अनुवाद :
Ranking above all others.
Was first in her class.