अर्थ : ଦଶନାମୀ ସଂନ୍ୟାସୀଙ୍କ ମଧ୍ୟରୁ ଗୋଟିଏ
							उदाहरणे : 
							ସରସ୍ୱତୀ ସଂନ୍ୟାସୀ ଶ୍ରୀଙ୍ଗେରୀରେ ରହନ୍ତି
							
समानार्थी : ସରସ୍ୱତୀ ସଂନ୍ୟାସୀ
इतर भाषांमध्ये अनुवाद :
अर्थ : ବିଦ୍ୟା ଓ ବାଣୀର ଅଧିଷ୍ଠାତ୍ରୀ ଦେବୀ
							उदाहरणे : 
							ହଂସ ସରସ୍ୱତୀଙ୍କ ବାହାନ
							
समानार्थी : ଇରା, ଇଳା, ଜ୍ଞାନଦା, ପ୍ରଜ୍ଞା, ବାଗ୍ଦେବୀ, ବୀଣାପାଣି, ଭାରତୀ, ମହାଶୁକ୍ଳା, ମହାଶ୍ୱେତା, ଶାରଦା
इतर भाषांमध्ये अनुवाद :
विद्या और वाणी की अधिष्ठात्री देवी।
सरस्वती का वाहन हंस है।Hindu goddess of learning and the arts.
sarasvatiअर्थ : ଏକ ରାଗିଣୀ
							उदाहरणे : 
							ସଙ୍ଗୀତଜ୍ଞଙ୍କୁ ଶ୍ରୋତାମାନେ ସରସ୍ୱତୀର ସ୍ୱର ଗୁଡ଼ିକ ବିଷୟରେ କହିବାକୁ ଅନୁରୋଧ କଲେ
							
इतर भाषांमध्ये अनुवाद :
अर्थ : ପଞ୍ଜାବର ଏକ ପ୍ରାଚୀନ ନଦୀ
							उदाहरणे : 
							ସରସ୍ୱତୀ ଏବେ ଲୁପ୍ତ ହୋଇଗଲାଣି  ଭାରତର ବଡ଼ ନଦୀମାନଙ୍କ ମଧ୍ୟରେ ସରସ୍ୱତୀର ଗଣନା ହୁଏ
							
इतर भाषांमध्ये अनुवाद :
पंजाब की एक प्राचीन नदी।
सरस्वती अब लुप्त हो गई है।