अर्थ : ସଫାସୁତୁରା କରିବା
							उदाहरणे : 
							ପାଣିରେ ଫିଟିକିରି ପକାଇ ତାକୁ ପରିଷ୍କାର କରାଯାଏ
							
समानार्थी : ନିର୍ମଳ କରିବା, ପରିଷ୍କାର କରିବା, ସ୍ୱଚ୍ଛ କରିବା
इतर भाषांमध्ये अनुवाद :
अर्थ : ଚାଞ୍ଛିବା ଯନ୍ତ୍ର ସାହାଯ୍ୟରେ ସଫା କରିବା
							उदाहरणे : 
							କୃଷକ ପିଆଜ କ୍ଷେତକୁ ସଫା କରୁଛନ୍ତି
							
इतर भाषांमध्ये अनुवाद :
खुरपी की सहायता से निराई करना।
किसान प्याज के खेत को खुरपिआ रहा है।