अर्थ : ଆଗ କାଳରେ କିଛି ଲେଖିବା କାମରେ ଆସୁଥିବା ଏବଂ ପବିତ୍ର ବୋଲି ବିଚାର କରାଯାଉଥିବା ଏକ ବୃକ୍ଷର ବକ୍କଳ
							उदाहरणे : 
							ହିନ୍ଦୁମାନଙ୍କର ଅନେକ ଧର୍ମାନୁଷ୍ଠାନରେ ଭୂର୍ଜପତ୍ର ବ୍ୟବହାର ହୁଏ
							
इतर भाषांमध्ये अनुवाद :
अर्थ : ହିମାଳୟରେ ମିଳୁଥିବା ଏକ ଗଛ ଯାହାର ବକ୍କଳ ଲେଖାଲେଖି ଆଦି କାମରେ ଆସେ
							उदाहरणे : 
							ପଣ୍ଡିତଜୀ ଭୂର୍ଜପତ୍ରର ବକ୍କଳଉପରେ ତାରକ ମନ୍ତ୍ର ଲେଖୁଛନ୍ତି
							
इतर भाषांमध्ये अनुवाद :