अर्थ : ବିଲରେ ଉଠୁଥିବା ଏକ ପ୍ରକାର ଘାସ
							उदाहरणे : 
							ଅତ୍ୟଧିକ ବାଳୁଙ୍ଗା ହେବା ଯୋଗୁଁ ଧାନ ଫସଲ ଦବି ଯାଇଛି
							
इतर भाषांमध्ये अनुवाद :
अर्थ : ଯେ ସ୍ଥିର ରହିନପାରି ଚଞ୍ଚଳଭାବେ କାମ କରେ ବା ଚଞ୍ଚଳ ଚିତ୍ତ ବାଲା
							उदाहरणे : 
							ମୋହନ ଜଣେ ଧୈର୍ଯ୍ୟହୀନ ବାଳକ, ସେ ଶାନ୍ତିରେ ଗୋଟିଏ ସ୍ଥାନରେ ବସିପାରେ ନାହିଁ
							
समानार्थी : ଅଧୀର, ଅଧୈର୍ଯ୍ୟବାନ, ଅନବସ୍ଥିତ, ଚଞ୍ଚଳ, ଚପଳ, ଧୈର୍ଯ୍ୟହୀନ
इतर भाषांमध्ये अनुवाद :