अर्थ : ଦୂରକୁ ଦୌଡ଼ି ନ ପଳାଇବାପାଇଁ ଦୁଇଟି ଗାଈଙ୍କ ଗୋଡ଼କୁ ପରସ୍ପର ସହିତ ବାନ୍ଧିଦେବା
							उदाहरणे : 
							ଗାଈଚରାଳି ହଇରାଣ ହେବାରୁ ଦୁଇଟିଯାକ ଦୁଷ୍ଟଗାଈଙ୍କୁ ଛନ୍ଦିଦେଲା
							
समानार्थी : ଛନ୍ଦିବା
इतर भाषांमध्ये अनुवाद :
अर्थ : ରସିଆଦିଦ୍ୱାରା ଗୋଡ଼ ଇତ୍ୟାଦି ବାନ୍ଧିବା ବା ଗଣ୍ଠି ପକାଇବା
							उदाहरणे : 
							ସେ ରୋଗଣା ମଇଁଷିକୁ ଇଞ୍ଜେକସନ ଦେବା ପୂର୍ବରୁ ତା ଆଗଗୋଡ଼କୁ ରସିରେ ବାନ୍ଧିଦେଲା
							
समानार्थी : ଗଣ୍ଠି ପକାଇବା, ଛନ୍ଦିବା
इतर भाषांमध्ये अनुवाद :
अर्थ : ଚୂନାଆଦିକୁ ଗୋଲାକାର ରୂପକୁ ଆଣିବା
							उदाहरणे : 
							ଭାଉଜ ବେସନ ଲଡ଼ୁ ବଳୁଛନ୍ତି
							
समानार्थी : ଗୋଟଳା କରିବା, ବଳିବା
इतर भाषांमध्ये अनुवाद :
चूर्ण आदि को पिंड के रूप में लाना।
भाभी बेसन के लड्डू बाँध रही हैं।