अर्थ : କାର୍ଯ୍ୟଗୁଡ଼ିକର ଶୃଙ୍ଖଳାମଧ୍ୟରୁ ପ୍ରଥମଟି
							उदाहरणे : 
							ସାତ ମ୍ୟାଚବିଶିଷ୍ଟ ଏହି ଶୃଙ୍ଖଳାମଧ୍ୟରୁ ଆମେ ପ୍ରଥମରେ ହିଁ ହାରିଗଲୁ
							
इतर भाषांमध्ये अनुवाद :
अर्थ : ସମୟ ବା କ୍ରମ ଦୃଷ୍ଟିରୁ ଯାହା ପୂର୍ବର
							उदाहरणे : 
							ପୂର୍ବ ଭାରତ ଓ ଆଜିର ଭାରତ ମଧ୍ୟରେ ଅନେକ ତଫାତ୍ ଅଛି ମୋର ପୂର୍ବ ଘର ବଡ଼ ଥିଲା
							
इतर भाषांमध्ये अनुवाद :
अर्थ : ଗଣତିରେ ସବୁଠାରୁ ପ୍ରଥମେ ଆସୁଥିବା
							उदाहरणे : 
							ଜବାହରଲାଲ ନେହେରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ
							
समानार्थी : ୧ନଂ
इतर भाषांमध्ये अनुवाद :
अर्थ : ପ୍ରଥମ ଥର
							उदाहरणे : 
							ମେଳାରେ ରାମ ସହିତ ମୋର ପ୍ରଥମଥରପାଇଁ ଦେଖାହେଲା
							
समानार्थी : ପହିଲିଥର, ପହିଲେ, ପ୍ରଥମଥର, ପ୍ରଥମେ, ସର୍ବପ୍ରଥମ
इतर भाषांमध्ये अनुवाद :
पहली बार।
मैं राम से पहले पहल मेले में मिला।