अर्थ : ଯେ ପ୍ରାୟତଃ କୌଣସି ନିଶା ସେବନ କରିଥାଏ
							उदाहरणे : 
							ଦୁଇଜଣ ନିଶାଖୋର ନିଶା ଖାଇଲାପରେ ନିଜ ନିଜ ମଧ୍ୟରେ କଳି କଲେ
							
समानार्थी : ନିଶାସକ୍ତ
इतर भाषांमध्ये अनुवाद :
अर्थ : ଯେ ସବୁଦିନ ନିଶାଖାଏ ବା ନିଶା ହେବାପାଇଁ କିଛି ନିଶାଦ୍ରବ୍ୟ ସେବନ କରେ
							उदाहरणे : 
							ନିଶାରେ ମାରପିଟ୍ କରିବା କାରଣରୁ ଦୁଇଜଣ ନିଶାଖୋର ବ୍ୟକ୍ତିଙ୍କୁ କାରାଗାର ଦେଖିବାକୁ ପଡ଼ିଲା
							
समानार्थी : ନିଶାବାଜ
इतर भाषांमध्ये अनुवाद :
Compulsively or physiologically dependent on something habit-forming.
She is addicted to chocolate.