अर्थ : ବହୁତ ନିକଟର ବା ବହୁତ ପାଖରେ
							उदाहरणे : 
							ରାମ ମୋର ଘନିଷ୍ଠ ମିତ୍ର  ରାମ ଏବଂ ଶ୍ୟାମଙ୍କ ମଧ୍ୟରେ ନିବିଡ଼ ମିତ୍ରତା ଅଛି
							
समानार्थी : ଅନ୍ତରଙ୍ଗ, ଆତ୍ମୀୟ, ଗାଢ଼, ଘନିଷ୍ଠ, ଦୃଢ଼, ପ୍ରଗାଢ଼
इतर भाषांमध्ये अनुवाद :
Marked by close acquaintance, association, or familiarity.
Intimate friend.अर्थ : ଯାହାର ଅବୟବ ବା ଅଂଶ ପାଖକୁପାଖ ବା ଖୁନ୍ଦାଖିନ୍ଦି ଥାଏ ବା ଯାହା ବହୁତ ଲାଗିଲାଗି ରହିଛି
							उदाहरणे : 
							ଶିକାର ଘଞ୍ଚବଣରେ ପଶିଗଲା ଏବଂ ଶିକାରୀ ଖାଲି ହାତରେ ଫେରିଲା
							
इतर भाषांमध्ये अनुवाद :
अर्थ : ଯାହା ଭାଙ୍ଗେନାହିଁ
							उदाहरणे : 
							ସେହି ପତି ପତ୍ନୀଙ୍କ ମଧ୍ୟରେ ଅତୁଟ ସମ୍ପର୍କ ଅଛି
							
समानार्थी : ଅତୁଟ
इतर भाषांमध्ये अनुवाद :
Not easily destroyed.
indestructible