अर्थ : ବସ୍ତ୍ର, ଆଭୂଷଣଆଦି ଶରୀରରେ ଧାରଣ କରିବା
							उदाहरणे : 
							ସେ ଗାଧୋଇସାରି ଭଲ ପୋଷାକ ପିନ୍ଧିଲେ
							
समानार्थी : ପରିଧାନ କରିବା, ପିନ୍ଧିବା
इतर भाषांमध्ये अनुवाद :
अर्थ : କୌଣସି ନିଶ୍ଚିତ ବା ବିଶେଷ ସ୍ଥିତି ଆଦିରେ ରଖିବା
							उदाहरणे : 
							କୋଠରୀକୁ ସଫା ରଖ  ସେ ସର୍ବଦା ନିଜକୁ ସୁସ୍ଥସବଳ ରଖେ
							
समानार्थी : ଚଳାଇବା, ନିର୍ବାହ କରିବା, ରଖିବା, ସ୍ଥାପନ କରିବା
इतर भाषांमध्ये अनुवाद :
किसी निश्चित या विशेष स्थिति आदि में रखना।
कमरे को साफ रखो।अर्थ : "ଆମେ ତୋଫାନରୁ ରକ୍ଷା ପାଇବାପାଇଁ ଆଶ୍ରୟ ନେଲୁ"
							उदाहरणे : 
							ଆମେ ତୋଫାନରୁ ରକ୍ଷାପାଇବାପାଇଁ ଆଶ୍ରୟ ନେଲୁ
							
समानार्थी : ଗ୍ରହଣ କରିବା, ନେବା, ଯାପନ କରିବା
इतर भाषांमध्ये अनुवाद :