अर्थ : ମିଶିଥିବା ବା ଗୋଳି ହୋଇଥିବା
							उदाहरणे : 
							ପଣାରେ  ମିଳେଇଯାଇଥିବା ଚିନି ଦିଶୁନାହିଁ
							
समानार्थी : ମିଳେଇଯାଇଥିବା
इतर भाषांमध्ये अनुवाद :
अर्थ : ଯାହା ତରଳ ପଦାର୍ଥ ଭଳି ପତଳା ବା ତରଳିଯାଇଛି
							उदाहरणे : 
							ପର୍ବତଗୁଡ଼ିକରୁ ଦ୍ରବିତ ହିମପ୍ରବାହ ଯୋଗୁଁ ସମୁଦ୍ରର ଜଳସ୍ତର ବଢ଼ିବାରେ ଲାଗିଛି
							
इतर भाषांमध्ये अनुवाद :
अर्थ : ଯାହା ଦୟାରେ ଭରିଯାଇଛି
							उदाहरणे : 
							ରମେଶର ଏ ଦଶା ଦେଖି ମୋହନର ହୃଦୟ ଦୟାର୍ଦ୍ର ହୋଇଉଠିଲା
							
इतर भाषांमध्ये अनुवाद :