अर्थ : ସେହି ପବିତ୍ର ଗୃହ ଯେଉଁଥିରେ ଦେବ ଦେବୀଆଦିଙ୍କ ମୂର୍ତ୍ତି ସ୍ଥାପିତ କରି ପୂଜା କରାଯାଏ
							उदाहरणे : 
							ସେ ଦୈନିକ ଗୋଧୋଇସାରି ମନ୍ଦିର ଯାଏ
							
समानार्थी : ଗୁଡ଼ି, ଠାକୁରଘର, ଠାକୁରମନ୍ଦିର, ମନ୍ଦିର
इतर भाषांमध्ये अनुवाद :
Place of worship consisting of an edifice for the worship of a deity.
templeअर्थ : ସେହି ମନ୍ଦିର ଯାହାମଧ୍ୟରେ ଦେବତାଙ୍କର ମୂର୍ତ୍ତି ସ୍ଥାପନ କରି ତାଙ୍କର ପୂଜା କରାଯାଏ
							उदाहरणे : 
							ସେ ପ୍ରତିଦିନ ଗୋଧୋଇ ଦେବ ମନ୍ଦିରକୁ ଯାଏ
							
समानार्थी : ଠାକୁର ଘର, ଠାକୁର ମନ୍ଦିର, ଦେବମନ୍ଦିର, ମନ୍ଦିର
इतर भाषांमध्ये अनुवाद :
Place of worship consisting of an edifice for the worship of a deity.
temple