अर्थ : ଗୋଟିଏ ସୂର୍ଯୋଦୟ ଠାରୁ ଆଉଗୋଟିଏ ସୂର୍ଯୋଦୟ ପର୍ଯ୍ୟନ୍ତ ସମୟ ଚବିଶ ଘଣ୍ଟା
							उदाहरणे : 
							ଗୋଟିଏ ଦିନରେ ଆଠ ପ୍ରହର ଥାଏ
							
समानार्थी : ଦିନ
इतर भाषांमध्ये अनुवाद :
Time for Earth to make a complete rotation on its axis.
Two days later they left.अर्थ : ସୂର୍ଯ୍ୟ ଉଦୟ ହେବାଠାରୁ ଅସ୍ତ ହେବା ପର୍ଯ୍ୟନ୍ତ ସମୟ
							उदाहरणे : 
							ଆଜି ଦିନଟି ମୋପାଇଁ ବହୁତ ଭଲ ଥିଲା  ଖରାଦିନେ ଦିନ ବଢ଼ିଯାଏ
							
इतर भाषांमध्ये अनुवाद :
अर्थ : ଚବିଶ ଘଣ୍ଟା ମଧ୍ୟରୁ ଶୋଇବା ସମୟ ବ୍ୟତୀତ ଯେଉଁ ସମୟରେ ଆମେ କାର୍ଯ୍ୟ କରିଥାଉ
							उदाहरणे : 
							ମୋର ଦିନ ସକାଳ ଚାରିଟାରେ ଆରମ୍ଭ ହୁଏ
							
समानार्थी : ଦିନ
इतर भाषांमध्ये अनुवाद :
The recurring hours when you are not sleeping (especially those when you are working).
My day began early this morning.