अर्थ : ପତ୍ର, କାଚ ବା ଧାତୁର ବହୁତ ଛୋଟ ବିନ୍ଦି ଯାହା ସ୍ତ୍ରୀଲୋକମାନେ ମୁଣ୍ଡରେ ଲଗାନ୍ତି
							उदाहरणे : 
							ତା ମୁଣ୍ଡ ଉପରେ ସୁନାର ଟିକିଲି ଶୋଭା ପାଉଛି
							
समानार्थी : ବିନ୍ଦି
इतर भाषांमध्ये अनुवाद :
अर्थ : ରୁପେଲି କିମ୍ବା ସୁନେଲି ଧାତବ ପାତର ଗୋଲାକାର ଛୋଟଛୋଟ ଖଣ୍ଡ
							उदाहरणे : 
							ଶାଢୀରେ ଲଗାଯାଇଥିବା ଚୁମୁକି ଝିଲ୍ମିଲ୍ କରୁଛି
							
इतर भाषांमध्ये अनुवाद :