अर्थ : ନିଶ୍ଚୟ ବା ବିଚାର ଉପରେ ଦୃଢ଼ ନ ରହିବା
							उदाहरणे : 
							ପିତାମହ ଭୀଷ୍ମ ଆଜୀବନ ନିଜ ପ୍ରତିଜ୍ଞାରୁ ଟଳି ନ ଥିଲେ
							
समानार्थी : ପଶ୍ଚାତ୍ପଦ ହେବା
इतर भाषांमध्ये अनुवाद :
अर्थ : ଉଲ୍ଲଙ୍ଘନହେବା ବା ସମ୍ପୂର୍ଣ୍ଣ ନହେବା
							उदाहरणे : 
							ରମେଶବାବୁଙ୍କ ସହିତ ଅପାର ବିବାହବିଷୟ ଯୌତୁକକୁ ନେଇ ଭାଙ୍ଗିଗଲା
							
समानार्थी : ଅଗ୍ରାହ୍ୟହେବା, ଉଲ୍ଲଙ୍ଘନହେବା, ନାକଚହେବା, ବାତିଲହେବା, ଭାଙ୍ଗିଗଲା, ରଦ୍ଦହେବା
इतर भाषांमध्ये अनुवाद :