अर्थ : ମିଶି ଯାଇଥିବା ବା ଜଡ଼ିଯାଇଥିବା ବା ଲାଗି ଯାଇଥିବା ଜିନିଷ୍ଆଦିର ଅଲଗା ହେବା
							उदाहरणे : 
							କମିଜର ବୋତାମ ବାହାରି ଯାଇଛି ବହିର ପତ୍ର ବାହାରି ପଡ଼ିଛି ଯୋଡ଼େଇ କାରଣରୁ କାନ୍ଥର ସିମେଣ୍ଟ ଖସି ଯାଇଛି
							
समानार्थी : ଉଖାଡ଼ି ଯିବା, ପୃଥକ ହେବା, ବାହାରି ଯିବା
इतर भाषांमध्ये अनुवाद :
अर्थ : ଚୁପ୍ହୋଇ ଚାଲିଯିବା
							उदाहरणे : 
							ସେ ମୋ ପଇସା ନେଇ ଖସିଗଲା
							
इतर भाषांमध्ये अनुवाद :
अर्थ : ଚିକ୍କଣ ହେବା କାରଣରୁ କୌଣସି ବସ୍ତୁ ନିଜ ସ୍ଥାନରେ ରହି ନପାରିବା
							उदाहरणे : 
							ରାସ୍ତାରେ ଚାଲିବା ସମୟରେ ମୋ ଗୋଡ଼ ଖସିଗଲା ଓ ମୁଁ ପଡ଼ିଗଲି
							
समानार्थी : ଖସରି ପଡ଼ିବା, ପଡ଼ିଯିବା
इतर भाषांमध्ये अनुवाद :
अर्थ : ପାସ୍ କରିବା
							उदाहरणे : 
							ମୁଁ ତିନିଟା ପେପରରେ ତ ଖସିଯିବି, କିନ୍ତୁ ଚତୁର୍ଥଟା ବିଷୟରେ କିଛି କହିପାରୁନି
							
समानार्थी : ଉତ୍ତୀର୍ଣ୍ଣହେବା, ପାସ୍ କରିବା
इतर भाषांमध्ये अनुवाद :