अर्थ : ଯାହା କହିବା ଯୋଗ୍ୟ
							उदाहरणे : 
							ଆପଣ ଏହି କଥାକୁ ଡେଙ୍ଗୁରାପିଟି କାହିଁକି କହିବୁଲୁଛନ୍ତି, ଏହା କଥନୀୟ ନୁହେଁ
							
समानार्थी : କଥ୍ୟ, କହିବା ଯୋଗ୍ୟ, କହିବାର କଥା
इतर भाषांमध्ये अनुवाद :
अर्थ : ଯାହା ବର୍ଣ୍ଣନା କରିବା ଯୋଗ୍ୟ
							उदाहरणे : 
							ଆଜି ଯାହା କିଛି ବି ମୋ ସହିତ ଘଟିଲା ତାହା ବର୍ଣ୍ଣନୀୟ
							
इतर भाषांमध्ये अनुवाद :
Capable of being described.
describable