अर्थ : ଯାହା ଢଙ୍କା ବା ଆବୃତ ନୁହେଁ
							उदाहरणे : 
							ଖୋଲା ଜିନିଷକୁ ଢାଙ୍କି ରଖ
							
समानार्थी : ଅନାଚ୍ଛାଦିତ, ଅନାବୃତ୍ତ, ଅଢ଼ଙ୍କା, ଖୋଲା
इतर भाषांमध्ये अनुवाद :
जो ढँका या आवृत न हो।
खुली वस्तुओं को ढक कर रखो।अर्थ : ଯାହା ଆଗରେ କୌଣସି ଆବରଣ ନାହିଁ
							उदाहरणे : 
							ଆବରଣହୀନ ଦ୍ୱାରଦେଇ ଘରର ପ୍ରତ୍ୟେକ ବସ୍ତୁ ଉଙ୍କି ମାରୁଥିଲା
							
समानार्थी : ଆବରଣରହିତ
इतर भाषांमध्ये अनुवाद :
अर्थ : ଯେ ଓଢ଼ଣା ପକାଇନାହିଁ
							उदाहरणे : 
							ମୁଲ୍ଲାଜୀ କେତେକ ପର୍ଦ୍ଦାହୀନ ସ୍ତ୍ରୀମାନଙ୍କସହିତ ଥଟାମଜା କରୁଥିଲେ
							
समानार्थी : ପର୍ଦ୍ଦାହୀନ
इतर भाषांमध्ये अनुवाद :