अर्थ : ବ୍ୟବଧାନ ବା ଅନ୍ତର ଜଣାଇବା ବା କରିବା
							उदाहरणे : 
							ଆମେ ଅନେକ ପ୍ରକାରର ଫଳ ଅଲଗା କଲୁ
							
समानार्थी : ଅନ୍ତର କରିବା, ପାର୍ଥକ୍ୟ କରିବା, ପୃଥକ କରିବା, ବିଚ୍ଛିନ୍ନ କରିବା, ବିଭିନ୍ନତା ଦର୍ଶାଇବା, ବିଭେଦ କରିବା
इतर भाषांमध्ये अनुवाद :
* फर्क या अंतर बताना या करना।
हमने अनेक प्रकार के फलों में अंतर किया।Mark as different.
We distinguish several kinds of maple.अर्थ : ସମୂହରୁ ଜିନିଷଗୁଡ଼ିକୁ ଅଲଗା କରିବା
							उदाहरणे : 
							ସେ ଟୋକେଇରୁ ଭଲ ଆମ୍ବ ବାଛୁଛି
							
समानार्थी : ବାଛିବା
इतर भाषांमध्ये अनुवाद :
अर्थ : ଅଲଗା ବା ପୃଥକ କରିବା
							उदाहरणे : 
							ସୀତା ଚାଉଳରେ ମିଶି ଯାଇଥିବା ଡାଲିକୁ ଅଲଗା କରୁଛି ସେ ବଡ଼ ବଡ଼ ମାଛ ଅଲଗା କରୁଛି
							
समानार्थी : ବାଛିବା, ବାହାର କରିବା
इतर भाषांमध्ये अनुवाद :