अर्थ : ଗୁପ୍ତ ରୂପରେ ରଖୁଥିବା ଲୋକ
							उदाहरणे : 
							ଅଜ୍ଞାତ ବ୍ୟକ୍ତିକୁ ଚିହ୍ନତ କରାଗଲା
							
इतर भाषांमध्ये अनुवाद :
With your identity concealed.
incognitoअर्थ : ଯେ ଲୁଚି ରହିଛି
							उदाहरणे : 
							ସେ ଏହି ମାମଲା ସମ୍ବନ୍ଧିତ ଏକ ଗୁପ୍ତ କଥା କହିଲେ
							
समानार्थी : ଅପ୍ରକାଶ, ଗୁପ୍ତ, ଲୁଚାଛପା
इतर भाषांमध्ये अनुवाद :
जो छिपा हुआ हो।
उसने इस मामले से संबंधित एक गुप्त बात बताई।अर्थ : ଯାହା ଜ୍ଞାତ ବା ଜଣା ନୁହେଁ
							उदाहरणे : 
							ଏହା ମୋ ପାଇଁ ଅଜ୍ଞାତ ବିଷୟ  ପ୍ରତ୍ୟେକ ଦିନ କୌଣସି ଅଜଣା ବ୍ୟକ୍ତି ତାକୁ ଫୋନ୍ରେ ଧମକ ଦେଉଛି
							
इतर भाषांमध्ये अनुवाद :
अर्थ : ଯିଏ ପରିଚିତ ନୁହେଁ
							उदाहरणे : 
							ଯାତ୍ରା କରୁଥିବା ସମୟରେ କୌଣସି ଅପରିଚିତ ବ୍ୟକ୍ତି ଠାରୁ କିଛି ବି ଖାଦ୍ୟବସ୍ତୁ ନନେବା ଉଚିତ୍
							
इतर भाषांमध्ये अनुवाद :
Unaware because of a lack of relevant information or knowledge.
He was completely ignorant of the circumstances.