അർത്ഥം : ଗଣିତରେ ଏକଠାରୁ କମ୍ ମାନ ଅଥବା ଏକର କୌଣସି ଅଂଶ ସୂଚିତ କରୁଥିବା ସେହି ଚିହ୍ନ ଯେଉଁଥିରେ ଭାଗ କରୁଥିବା ଅଙ୍କ ଦଶ ବା ତାହାର ଦଶଗୁଣ, ଶହେଗୁଣ, ହଜାରେଗୁଣଆଦି ହୋଇଥାଏ
							ഉദാഹരണം : 
							ତିନ ଦଶମିକ ସାତର (୩.୭)ଅର୍ଥ ହେଉଛି ତିନ ପୂର୍ଣ୍ଣସଂଖ୍ୟା ଏବଂ ଏକର ଦଶ ଭାଗରୁ ସାତଭାଗ
							
പര്യായപദങ്ങൾ : ଦଶମିକ
മറ്റ് ഭാഷകളിലേക്കുള്ള വിവർത്തനം :