അർത്ഥം : ମନକୁ ଆମୋଦିତ କଲାଭଳି କଥା ବା କାମ
							ഉദാഹരണം : 
							ମୋ ସହିତ ଥଟ୍ଟା ତାମସା କରନାହିଁ
							
പര്യായപദങ്ങൾ : କୌତୁକ, ଥଟ୍ଟା, ଥଟ୍ଟା ତାମସା, ପରିହାସ, ମଜା, ହସ ପରିହାସ, ହସ ମଜା
മറ്റ് ഭാഷകളിലേക്കുള്ള വിവർത്തനം :
मन बहलाने वाली बात।
वह सबसे हँसी-मज़ाक़ करते रहता है।അർത്ഥം : ସାହିତ୍ୟର ନବ ରସଗୁଡ଼ିକରୁ ଗୋଟିଏ ଯାହା ଅଯୁକ୍ତ,ଅସଙ୍ଗତ,କୁରୂପ ବା ବିକୃତ ଘଟଣାବଳୀ,ପଦାର୍ଥ, ବା କଥା ଆଦିରୁ ଉତ୍ପନ୍ନ ହୋଇଥାଏ
							ഉദാഹരണം : 
							ହାସ୍ୟ ରସର ସ୍ଥାୟୀଭାବ ହେଉଛି ହସ
							
പര്യായപദങ്ങൾ : ହାସ୍ୟ ରସ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ହସିବାର ପ୍ର କ୍ରିୟା ବା ଭାବ
							ഉദാഹരണം : 
							ଛୋଟପିଲାଙ୍କ ହସ ସମସ୍ତଙ୍କୁ ଭଲ ଲାଗିଥାଏ
							
പര്യായപദങ്ങൾ : ହସ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ହସିବାର ଯୋଗ୍ୟ କିମ୍ବା ଯାହାକୁ ନେଇ ଲୋକ ହସନ୍ତି"
							ഉദാഹരണം : 
							ହାସ୍ୟ କବିତା ଶୁଣି ଶ୍ରୋତାମାନେ ଜୋରରେ ହସିଲେ
							
മറ്റ് ഭാഷകളിലേക്കുള്ള വിവർത്തനം :
Arousing or provoking laughter.
An amusing film with a steady stream of pranks and pratfalls.