അർത്ഥം : ଗୋଟିଏ ଅସ୍ତ୍ର
							ഉദാഹരണം : 
							ବଳରାମଙ୍କ ଅସ୍ତ୍ର ହଳ ଥିଲା ଯେଉଁଥିପାଇଁ ତାଙ୍କୁ ହଳଧର ମଧ୍ୟ କୁହାଯାଏ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକା ପ୍ରକାରର ଏବଂ ଏକାସହିତ କାମରେ ଆସୁଥିବା ଦୁଇଟି ଜିନିଷ ଯାହାକୁ ଏକକ ରୂପେ ଗ୍ରହଣ କରାଯାଏ
							ഉദാഹരണം : 
							ମୋ ଝିଅର ବର୍ଷକୁ ପାଞ୍ଚ ଯୋଡ଼ା ଚପଲ ଦରକାର ହୁଏ
							
പര്യായപദങ്ങൾ : ଯୋଡ଼ା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜଣେ ଲୋକ ଥରକୁ ଏକାସାଥିରେ ପିନ୍ଧୁଥିବା ସବୁ ପୋଷାକ
							ഉദാഹരണം : 
							ସେ ବାକ୍ସରେ ରଖିଥିବା ପୋଷାକରୁ ଏକ ଯୋଡ଼ା ବାହାର କରି ପିନ୍ଧିଲେ
							
പര്യായപദങ്ങൾ : ଯୋଡ଼ା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜମି ଚାଷ କରିବାପାଇଁ ବ୍ୟବହୃତ ଏକ ଉପକରଣ
							ഉദാഹരണം : 
							କୃଷକ ବିଲରେ ହଳ କରୁଛି
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ହଳ କରିବା କ୍ରିୟା
							ഉദാഹരണം : 
							ସେ କ୍ଷେତରେ ହଳ କରୁଛି  ଚାଷ ପରେ ଜମିରେ ଜଳସେଚନ ହେବ
							
പര്യായപദങ്ങൾ : କର୍ଷଣ
മറ്റ് ഭാഷകളിലേക്കുള്ള വിവർത്തനം :