അർത്ഥം : ଯିଏ ଏହା ନ ବୁଝିପାରେ ଯେ ବର୍ତ୍ତମାନ କଣ କରିବା ଆବଶ୍ୟକ
							ഉദാഹരണം : 
							ଆଚମ୍ବିତ ଚପରାସୀ ଅଧିକାରୀଙ୍କୁ ଦେଖି ଆହୁରି ଡରିଗଲା
							
പര്യായപദങ്ങൾ : ଆଚମ୍ବିତ, କାବା, କିଂକର୍ତ୍ତବ୍ୟ ବିମୂଢ଼
അർത്ഥം : ଯେଉଁ ଅବସ୍ଥାରେ କଣ କରିବା ଉଚିତ୍ ବୋଲି ଜାଣି ହୁଏନାହିଁ
							ഉദാഹരണം : 
							ସିଗାରେଟ ଟାଣୁଥିବା ସୌରଭ ଅକସ୍ମାତ ତା ବାପାକୁ ଦେଖି ହତବୁଦ୍ଧି ହୋଇଗଲା  ଏକ ଭୟଙ୍କର ଶବ୍ଦ ଶୁଣି ଆମେ କିଂକର୍ତ୍ତବ୍ୟବିମୂଢ଼ ହୋଇଗଲୁ
							
പര്യായപദങ്ങൾ : କିଂକର୍ତ୍ତବ୍ୟବିମୂଢ଼
മറ്റ് ഭാഷകളിലേക്കുള്ള വിവർത്തനം :
ऐसी अवस्था में जिसमें यह न सूझ पड़े कि अब क्या करना चाहिए।
अचानक अपने पिता को देखकर सिगरेट पीता सौरभ हक्का-बक्का रह गया।