അർത്ഥം : ଯେଉଁଥିରେ କୌଣସି ପ୍ରକାରର ମଳି ବା ଦୋଷ ନାହିଁ
							ഉദാഹരണം : 
							ନିର୍ମଳ ମନରେ ପ୍ରଭୁଙ୍କୁ ମନେପକାଅ
							
പര്യായപദങ്ങൾ : ଅନାବିଳ, ଅମ୍ଳାନ, ନିର୍ମଳ, ପବିତ୍ର, ବିମଳ, ବିଶୁଦ୍ଧ, ଶୁଦ୍ଧ, ସଫା, ସଫାସୁତରା, ସୁତରା
മറ്റ് ഭാഷകളിലേക്കുള്ള വിവർത്തനം :
जिसमें किसी प्रकार का मल या दोष न हो।
वातावरण शुद्ध होना चाहिए।അർത്ഥം : ଯାହାର ପରିଷ୍କରଣ ହୋଇଛି ବା କରାଯାଇଛି
							ഉദാഹരണം : 
							ସାହିତ୍ୟରେ ପରିଷ୍କୃତ ଭାଷାର ପ୍ରୟୋଗ କରାଯିବା ଆବଶ୍ୟକ
							
പര്യായപദങ്ങൾ : ଅମଳିନ, ନିର୍ମଳୀକୃତ, ପରିମାର୍ଜିତ, ପରିଷ୍କୃତ
മറ്റ് ഭാഷകളിലേക്കുള്ള വിവർത്തനം :
जिसका परिष्करण हुआ हो या किया गया हो।
साहित्य में परिष्कृत भाषा का प्रयोग करना चाहिए।അർത്ഥം : ମେଘ ନଥିବା
							ഉദാഹരണം : 
							ରାତିହେଇଥିଲା ଏବଂ ନିର୍ମଳ ଆକାଶରେ ତାରାଗୁଡ଼ିକ ସ୍ପଷ୍ଟ ଦେଖାଯାଉଥିଲେ
							
മറ്റ് ഭാഷകളിലേക്കുള്ള വിവർത്തനം :