അർത്ഥം : ଯାହା ଅତି ଦୂର
							ഉദാഹരണം : 
							ସୁଦୂର ଗ୍ରାମଗୁଡ଼ିକରେ ପହଞ୍ଚିବାପାଇଁ ଏବେ ବି ପାଦରେ ଚାଲିବାକୁ ପଡ଼ୁଛି
							
പര്യായപദങ്ങൾ : ଦୂରବର୍ତ୍ତୀ, ବହୁଦୂର
മറ്റ് ഭാഷകളിലേക്കുള്ള വിവർത്തനം :
जो बहुत दूर हो।
सुदूर गाँवों तक पहुँचने के लिए अभी भी पैदल ही चलना पड़ता है।അർത്ഥം : ଯେଉଁଠି ପହଞ୍ଚିବା କଠିନ ଏବଂ
							ഉദാഹരണം : 
							ଆମେ ରାସ୍ତା ଭୁଲି ଏକ ସୁଦୂର ପର୍ବତୀୟ କ୍ଷେତ୍ରରେ ପହଞ୍ଚିଗଲୁ
							
പര്യായപദങ്ങൾ : ଦୂରବର୍ତ୍ତୀ
മറ്റ് ഭാഷകളിലേക്കുള്ള വിവർത്തനം :
जहाँ पहुँचना कठिन हो और जो अघना बसा हो।
रास्ता भटककर हमलोग एक सुदूर पर्वतीय क्षेत्र में पहुँच गए।