അർത്ഥം : ସାବଧାନ କରିବାପାଇଁ ପ୍ରଥମରୁ ସୂଚନା ଦେବା
							ഉദാഹരണം : 
							ପାଣିପାଗ ବିଭାଗଦ୍ୱାରା ମାଛଧରାଳୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାପାଇଁ ଚେତାବନୀ ଦିଆଯାଇଅଛି
							
പര്യായപദങ്ങൾ : ଖବରଦାର କରିବା, ଚେତାବନୀ ଦେବା, ସୂଚେଇ ଦେବା
മറ്റ് ഭാഷകളിലേക്കുള്ള വിവർത്തനം :
सावधान करने के लिए पहले से सूचना देना।
मौसम विभाग द्वारा मछुआरों को समुद्र की ओर न जाने की चेतावनी दी गई है।അർത്ഥം : ସାବଧାନ ବା ହୁସିଆର କରିବା
							ഉദാഹരണം : 
							ମାଆ ବାପା ପିଲାମାନଙ୍କୁ ଭୁଲ୍ ନକରିବପାଇଁ ସଦାବେଳେ ଚେତେଇଥାନ୍ତି
							
പര്യായപദങ്ങൾ : ଚେତେଇବା, ସଚେତ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
सावधान या होशियार करना।
माँ-बाप बच्चों को गलतियाँ न करने के लिए हमेशा चेताते हैं।Notify of danger, potential harm, or risk.
The director warned him that he might be fired.