അർത്ഥം : ଯାହାଙ୍କଠାରେ ଦୟା ଅଛି
							ഉദാഹരണം : 
							ଦୟାଳୁ ଲୋକେ ଅନ୍ୟକୁ ସାହାଯ୍ୟ କରିବା ନିମନ୍ତେ ସବୁବେଳେ ପ୍ରସ୍ତୁତ ରହିଥାନ୍ତି  ଖୋଦା ଗରିବ ପ୍ରତି କୃପାଳୁ
							
പര്യായപദങ്ങൾ : ଅନୁଗ୍ରହକାରୀ, କରୁଣାକର, କରୁଣାବାନ, କାରୁଣିକ, କୃପାଳୁ, ଦୟାବାନ, ଦୟାଳୁ, ଦୟାଶୀଳ
മറ്റ് ഭാഷകളിലേക്കുള്ള വിവർത്തനം :
जिसमें दया हो। जो नृशंस न हो।
दयालु लोग दूसरों की सहायता के लिये सदैव तत्पर रहते हैं।Having or proceeding from an innately kind disposition.
A generous and kindhearted teacher.അർത്ഥം : ହୃଦୟ ବା ଅନ୍ତରାତ୍ମାରେ ହେଉଥିବା ବା ହୃଦୟ ବା ଅନ୍ତରାତ୍ମାରୁ ବାହାରିଥିବା
							ഉദാഹരണം : 
							ଆପଣଙ୍କୁ ଭେଟିବାପାଇଁ ମୋର ହାର୍ଦ୍ଦିକ ଇଚ୍ଛା ଥିଲା  ମୋ ହାର୍ଦ୍ଦିକ ଶୁଭେଚ୍ଛା ଗ୍ରହଣ କରନ୍ତୁ
							
പര്യായപദങ്ങൾ : ହାର୍ଦ୍ଦିକ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବିଶେଷକରି କୋମଳ ଭାବର ପ୍ରଭାବ ଯାହାର ମନରେ ସହଜରେ ପଡ଼େ
							ഉദാഹരണം : 
							ମୋ ଜୀବନ କାହାଣୀ ଶୁଣି ସେ ଭାବୁକ ହୋଇଉଠିଲା
							
പര്യായപദങ്ങൾ : ଅନୁଭୂତି ପ୍ରବଣ, ଭାବ ପ୍ରବଣ, ଭାବୁକ, ସହୃଦୟୀ
മറ്റ് ഭാഷകളിലേക്കുള്ള വിവർത്തനം :