അർത്ഥം : ଏକରୁ ଅଧିକ ଲୋକ ବା ଲୋକସମୂହ ଏକାଠି ମିଶି କୌଣସି କାର୍ଯ୍ୟ କରିବା ପ୍ରକ୍ରିୟା
							ഉദാഹരണം : 
							ଚାରୋଟି ଦେଶର ସହଯୋଗରେ ଏହି ସମ୍ମିଳନୀର ଅୟୋଜନ କରାଯାଇଛି
							
പര്യായപദങ്ങൾ : ସହଭାଗିତା, ସହଯୋଗିତା ସହକାରିତା
മറ്റ് ഭാഷകളിലേക്കുള്ള വിവർത്തനം :
Joint operation or action.
Their cooperation with us was essential for the success of our mission.അർത്ഥം : କୌଣସି କାର୍ଯ୍ୟରେ ଏପରି ଯୋଗଦେବା କ୍ରିୟା ଯାହାଦ୍ୱାରା ସେହି କାର୍ଯ୍ୟ ଶିଘ୍ର ଓ ଠିକ୍ ରୂପରେ ହୋଇପାରିବ
							ഉദാഹരണം : 
							ଏହି କାମ କରିବାପାଇଁ ସେ ମୋତେ ସାହାଯ୍ୟ କଲା
							
പര്യായപദങ്ങൾ : ସହାୟତା, ସାହାଯ୍ୟ
മറ്റ് ഭാഷകളിലേക്കുള്ള വിവർത്തനം :
The activity of contributing to the fulfillment of a need or furtherance of an effort or purpose.
He gave me an assist with the housework.