അർത്ഥം : ଯାହାର କୌଣସି ସନ୍ତାନ ନାହିଁ
							ഉദാഹരണം : 
							ନିଃସନ୍ତାନ ଶୁକ୍ଳା ଦମ୍ପତ୍ତି ଅନାଥାଶ୍ରମରୁ ଗୋଟିଏ ପିଲାକୁ ପୋଷ୍ୟପୁତ୍ର କଲେ
							
പര്യായപദങ്ങൾ : ଅନପତ୍ୟ, ନିଃସନ୍ତାନ, ସନ୍ତାନ ରହିତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହାର ସନ୍ତାନ ହୁଏନାହିଁ(ପୁରୁଷ)
							ഉദാഹരണം : 
							ସନ୍ତାନହୀନ ମଙ୍ଗଳ ଦ୍ୱିତୀୟ ବିବାହ କରିବାକୁ ମନାକରିଦେଲେ
							
പര്യായപദങ്ങൾ : ଆଣ୍ଠୁକୁଡ଼ା
മറ്റ് ഭാഷകളിലേക്കുള്ള വിവർത്തനം :