അർത്ഥം : ଆନନ୍ଦଦାୟକ ଧ୍ୱନି
							ഉദാഹരണം : 
							ହିମାଳୟ ଉପତ୍ୟକାରେ ମଳୟ ସଙ୍ଗୀତ ହୃଦୟକୁ ଛୁଇଁ ଯାଏ
							
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଲୟ, ତାଳ, ସ୍ୱରଆଦିର ନିୟମ ଅନୁସାରେ କୌଣସି ପଦ୍ୟ ବା ବାଦ୍ୟର ଆକର୍ଷକ ଏବଂ ମନୋରଞ୍ଜକ ରୂପରେ ହେଉଥିବା ଉଚ୍ଚାରଣ ବା ଧ୍ୱନି
							ഉദാഹരണം : 
							ସଙ୍ଗୀତ ଶୁଣିଲେ ହୃଦୟକୁ ଶାନ୍ତି ମିଳେ
							
മറ്റ് ഭാഷകളിലേക്കുള്ള വിവർത്തനം :
An artistic form of auditory communication incorporating instrumental or vocal tones in a structured and continuous manner.
musicഅർത്ഥം : ସଙ୍ଗୀତ ସମ୍ବନ୍ଧୀୟ ପ୍ରକ୍ରିୟା
							ഉദാഹരണം : 
							ଗାୟନ,ବାଦନ ଆଦି ସଙ୍ଗୀତାତ୍ମକ ପ୍ରକ୍ରିୟା
							
പര്യായപദങ്ങൾ : ସଙ୍ଗୀତାତ୍ମକ ପ୍ରକ୍ରିୟା
മറ്റ് ഭാഷകളിലേക്കുള്ള വിവർത്തനം :