അർത്ഥം : କୌଣସି କାମ କରିବା ପୁର୍ବରୁ ମନରେ ହେଉଥିବା ହାଲୁକା ବାଧା
							ഉദാഹരണം : 
							ଦୀପାକୁ ଏହି ଉପହାର ଦେବାପାଇଁ ମୋର ଦ୍ୱିଧା ଉପୁଜୁଛି  ଦୀପାକୁ ଏହି ଉପହାର ଦେବା ପୂର୍ବରୁ ଆଗପଛ ଭାବିବାକୁ ପଡ଼ୁଛି
							
പര്യായപദങ്ങൾ : ଆଗପଛ ଭାବିବା, ଦ୍ୱିଧା
മറ്റ് ഭാഷകളിലേക്കുള്ള വിവർത്തനം :