അർത്ഥം : କୌଣସି ଉଦ୍ଦେଶ୍ୟରେ କଥିତ, ଲିଖିତ, ବା ସାଂକେତିକ ମହତ୍ୱପୂର୍ଣ୍ଣ କଥା
							ഉദാഹരണം : 
							ନିଜ ଭାଇର ବାହାଘର ଖବରପାଇ ତା’ର ଖୁସିର ସୀମା ରହିଲାନି
							
പര്യായപദങ്ങൾ : ଖବର, ସଂବାଦ, ସମାଚାର
മറ്റ് ഭാഷകളിലേക്കുള്ള വിവർത്തനം :
A communication (usually brief) that is written or spoken or signaled.
He sent a three-word message.അർത്ഥം : ଚେତାଇବା କିମ୍ବା ସାବଧାନ କରିବାପାଇଁ କାହାକୁ ଜଣାଇବା ବିଷୟ
							ഉദാഹരണം : 
							ଆଜି ପାଣିପାଗ ବିଭାଗ ମାଛଧରାଳୀମାନଙ୍କୁ ସମୁଦ୍ରକୁ ନ ଯିବାକୁ ଚେତାବନୀ ଦେଇଛନ୍ତି
							
പര്യായപദങ്ങൾ : ଚେତାବନୀ
മറ്റ് ഭാഷകളിലേക്കുള്ള വിവർത്തനം :