അർത്ഥം : ଯେତେବେଳେ ସୂର୍ଯ୍ୟ ଏକ ରାଶିରୁ ବାହାରି ଅନ୍ୟ ରାଶିରେ ଅବସ୍ଥାନ କରେ
							ഉദാഹരണം : 
							କେତେକ ତିଥିପତ୍ରରେ ମାସର ଆରମ୍ଭ ସଂକ୍ରାନ୍ତିଠାରୁ ହୋଇଥାଏ
							
പര്യായപദങ്ങൾ : ସଂକ୍ରମଣକାଳ
മറ്റ് ഭാഷകളിലേക്കുള്ള വിവർത്തനം :
ठीक वह समय जब सूर्य एक राशि से निकलकर दूसरी राशि में प्रवेश करता है।
कुछ तिथिपत्रों में महीने का आरम्भ संक्रांति से होता है।അർത്ഥം : ସୂର୍ଯ୍ୟ ଗୋଟିଏ ରାଶିରୁ ବାହାରି ଅନ୍ୟଟିରେ ପ୍ରବେଶ କରିବା ପ୍ରକ୍ରିୟା
							ഉദാഹരണം : 
							ସଂକ୍ରମଣର ସମୟ ନିଧାର୍ଯ୍ୟ ହୋଇଥାଏ
							
പര്യായപദങ്ങൾ : ସଂକ୍ରମଣ
മറ്റ് ഭാഷകളിലേക്കുള്ള വിവർത്തനം :
सूर्य की एक राशि से निकलकर दूसरी में प्रवेश करने की क्रिया।
संक्रमण का समय निश्चित होता है।