അർത്ഥം : ଶୋଇବା କାମ
							ഉദാഹരണം : 
							ଶୟନପାଇଁ ହିଁ ରାତିର ସୃଷ୍ଟି ହୋଇଛି
							
പര്യായപദങ്ങൾ : ଶୟନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପିଠିକୁ ଆରାମ ଚୌକି ବା ଖଟ ଉପରେ ଲଗେଇ ସମସ୍ତ ଶରୀରକୁ ତା ଉପରେ ରଖିବା
							ഉദാഹരണം : 
							କ୍ଲାନ୍ତିରୁ ଆରାମ ପାଇବାପାଇଁ ପଥିକ ଗଛ ତଳେ ଗଡ଼ିପଡ଼ିଲା
							
പര്യായപദങ്ങൾ : ଗଡ଼ିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଶୋଇକରି ଶରୀର ଏବଂ ମସ୍ତିସ୍କକୁ ବିଶ୍ରାମ ଦେଉଥିବା ନିଦ୍ରିତ ଅବସ୍ଥାରେ ରହିବା
							ഉദാഹരണം : 
							ହାଲିଆ ହୋଇଥିବାରୁ ସେ ଆଜି ଜଲ୍ଦି ଶୋଇପଡ଼ିଲେ
							
പര്യായപദങ്ങൾ : ନିଦ୍ରାଯିବା, ଶୟନ କରିବା
മറ്റ് ഭാഷകളിലേക്കുള്ള വിവർത്തനം :